ପରେ ପରିବାର ଲୋକଙ୍କ ସହ ମୃତ ଝିଅ ର ସାନ ଭାଇ କୈଳାଶ କୁ ତଦନ୍ତ ପରିସର କୁ ଆଣି ଘଟଣା ସମ୍ପର୍କ ରେ ପଚାରିଥିଲା ପୋଲିସ । ଭାଇର ବୟାନ କୁ ଆଧାର କରି ପୋଲିସ ସମ୍ପୂର୍ଣ ଘଟଣା ର ପର୍ଦ୍ଦାଫାସ କରିଛି । ସାନ ଭାଇ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କ ରେ କହିଛି କିପରି ତା ଭଉଣୀ କୁ ମାରିଛି ତା ମା। ମା ହିଁ ଝିଅ ର ହତ୍ୟାକାରୀ ବୋଲି ଜାଣିବା ପରେ ହତ୍ୟାକାରୀ ମା କୁ ଗିରଫ କରିଛି ପୋଲିସ । ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହଳଦୀ ଗ୍ରାମ ର ଝୁନ୍ ଝୁନି ପାରାରେ।
ଅଧିକ ପଢନ୍ତୁ ଓଡ଼ିଶା ଖବର