ସମସ୍ତେ ନିଜ ନିଜର ସମୟ ଆସିଲେ ନିଶ୍ଚିତ ଭାବେ ଏହି ଟିକା ଗ୍ରହଣ କରି ସୁରକ୍ଷିତ ରହିବା ପାଇଁ ସାଂସଦ ମହୋଦୟା ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।
କରୋନା ଟିକା ନେଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ଵର: ଭୁବନେଶ୍ଵର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ କରୋନା ଟିକା ନେଇଛନ୍ତି। ସ୍ଥାନୀୟ AIIMS ଠାରେ ଅପରାଜିତା ଷଡଙ୍ଗୀ କୋ-ଭ୍ୟାକ୍ସିନ ଗ୍ରହଣ କରିଛନ୍ତି।
Download Argus News App
