ସୂୁନାନୁସାରେ,ଏସକଟ ଗାଡିରୁ ସେ ଓହ୍ଲାଉଥିଲେ ।ତାଙ୍କୁ କର୍ମୀମାନେ ଫୁଲତୋଡା ଦେଇ ସମ୍ବନ୍ଧନା ଦେଉଥିଲେ । ସେହି ସମୟରେ ତାଙ୍କ ଉପରେ ଗୁଳିମାଡ ହୋଇଥିଲା । କିଏ ତାଙ୍କ ଉପରେ ଗୁଳିମାଡ କରିଛି ପୋଲିସ ତାର ତଦନ୍ତ ଜାରି ରଖିଛି।ଜଣେ ପୋଲିସ କର୍ମୀ ଗୁଳିମାଡ କରିଥିବା ଜଣାପଡିଛି। ASI ଗୋପାଳ କୃଷ୍ଣ ଦାସ ଗୁଳିମାଡ କରିଥିବା ଜଣାପଡିଛି।
ଓଡିଶା ଖବର ଆହୁରି ପଢନ୍ତୁ