ରାୟଗଡା ଜିଲ୍ଲା ଠାରୁ ଦୀର୍ଘ 46କିଲୋମିଟର ଅତିକ୍ରମ କଲାପରେ ଏହି ଦୁର୍ଗମ ଅଞ୍ଚଳଟି ଅବସ୍ତିତ। ଏଠାରେ 20ରୁ ଅଧିକ ଘର ଥିବା ବେଳେ ପାଖlପlଖି 100 ଲୋକେ ବସବାସ କରନ୍ତି, କିନ୍ତୁଅନୁତlପର ବିଷୟ ଏଠାରେ ବର୍ଷ ବର୍ଷ ଧରି ଲୋକେ ପାନୀୟ ଜଳ ନାଁ ରେ ପିଉଛନ୍ତି ପହlଡି ଝରଣା ପାଣି, ନାଁ ଗାଁରେ ଅଛି ଅଙ୍ଗନବାଡି କେନ୍ଦ୍ର, ଯାହା ଫଳରେ କୋମାଳମତି ଶିଶୁ ମାନେ ପୁଷ୍ଟିକର ଖାଦ୍ୟରୁ ମଧ୍ୟ ବଞ୍ଚିତ ହେଉଛନ୍ତି, ନାଁ ମୀଳୁଛି ମୋବାଇଲ ସେବା। ପାନୀୟ ଜଳ ନାଁ କୁ ଭଙ୍ଗା ଟିବେଲ ପଡିରହିଛି। ହେଲେ ଏନେଇ ଆମେ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କୁ ଭେଟିଥିଲୁ କିନ୍ତୁ ସେ କୌଣସି ପ୍ରତିକ୍ରିୟା ନରଖି ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ନିମନ୍ତେ କହିଥିବା ବେଳେ। ରାୟଗଡା। ବିଡ଼ିଓ ପ୍ରତିକ୍ରିୟା ରଖି କହିଛନ୍ତି କି ଘଟଣା ସ୍ତଲକୁ ଯାଇ ତୁରନ୍ତ ଏହାର ସମାଧାନ କରିବି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଉପନ୍ତରେ ଉପେକ୍ଷିତ ଆଦିବାସୀ

ଅର୍ଗସ ବ୍ୟୁରୋ : ରାୟଗଡା ଜିଲ୍ଲା ରେ ଫେଲମlରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା। ହୁଡିଙ୍ଗ ଓ ବିଜ୍ଞାପନ ରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। କିନ୍ତୁ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଲୋକେ ପାଉନାହାନ୍ତି । ବିଗତ ଦିନରେ ଅସୁଧ ପାନୀୟ ଜଳ ପିଇବା ହେତୁ ରାୟଗଡା ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାରେ ଇ- କଳାଇ ବା ଡାଇରିଆ ଭୁତାଣୁ ବ୍ୟପି ଥିଲା। ଏଥିରେ ଅନେକ ନିରୀହ ଙ୍କ ଜୀବନ ମଧ୍ୟ ଗଲା। ତଥାବି ଚେତା ପସୁନାହିଁ ରାଜ୍ୟ ସରକାରଙ୍କୁ।
Download Argus News App
