ଦର୍ଶକ ଉଭୟ ଚରିତ୍ର ଏବଂ ଚାଲିଚିତ୍ର କୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏଣ୍ଟାର ଟିମ । ପୂର୍ବରୁ ଏହି ଫିଲ୍ମ ଟି ଗୋଆ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପଦର୍ଶତ ହୋଇ ସାରିଛି। ଫିଲ୍ମର ପ୍ରଯୋଜକ ଏବଂ ନିର୍ଦେଶନା ଭାର ସମ୍ବାଳିଛନ୍ତି ଅମିୟ ପଟ୍ଟନାୟକ ।
ବଢ଼ୁଛି ଓଡିଆ ଫିଲ୍ମର କ୍ରେଜ

ଅର୍ଗସ ବ୍ୟୁରୋ: କଟକ ସଙ୍ଗମ ସିନେମା ହଲରେ ରିଲିଜ ହୋଇଛି ନୂଆ ଓଡ଼ିଆ ଫିଲ୍ମ ପ୍ରତୀକ୍ଷା ।ଫିଲ୍ମ ର ଲିଡ଼ ରୋଲ ରେ ଅଛନ୍ତି ଅଭିନେତା ଦେପନ୍ବିତ ଏବଂ ଅଭିନେତ୍ରୀ ବର୍ଷା ପଟ୍ଟନାୟକ। ସତ ଘଟଣାକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି। ବିଶେଷ କରି ସମାଜ ରେ ଏକ ମଧ୍ୟବିତପରିବାର ଆସି ଯୁବକ ର ସଂଘର୍ଷ ର କହିଣୀ ଉପରେ ଫିଲ୍ମ ଟି ନିର୍ମାଣ ହୋଇଛି।
Download Argus News App
