ଟାଙ୍ଗୀ ମେଡିକାଲ କର୍ମଚାରୀଙ୍କ ଉପସ୍ଥିତି ରେ ଉକ୍ତ ଭୃଣକୁ ପୋଲିସ ଉଦ୍ଧାର କରିବା ପରେ ବ୍ୟବଛେଦ ପାଇଁ ପଠାଇଛି । ଅନ୍ୟପଟେ କୁମାରୀ ମାତୃତ୍ବ ହୋଇଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।
ଚାଷ ଜମିରୁ ନବଜାତକ ଉଦ୍ଧାର

ଅର୍ଗସ ବ୍ୟୁରୋ: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ପୋଲିସ କୁହୁଡି ରେଳ ଷ୍ଟେସନ ନିକଟସ୍ଥ କୁହୁଡ଼ି-ଛକଡିପୁର ଗ୍ରାମ୍ୟ ରାସ୍ତାର ଧାନଚାଷ ଜମିରୁ ଏକ ନବଜାତକ ଉଦ୍ଧାର କରାଯାଇଛି । ହେଲେ ଏହି ଭୃଣ ଏଠାକୁ କିପରି ଆସିଲା ଏବଂ ଏଠାରେ କିଏ ଫୋପାଡ଼ିଛି ତାହା ଜଣାପଡ଼ିନି। ପୋଲିସ ଏନେଇ ତଦନ୍ତ ଜାରି ରଖିଛି।
Download Argus News App
