ଓକିଲ ଆନ୍ଦୋଳନ : ତଳକୋର୍ଟ ଦେବେ ଜାମିନ୍
ପାଢୁଆରେ ମାଓବାଦୀ-ପୋଲିସ ଗୁଳି ବିନିମୟ, ୫ ମାଓବାଦୀ ମୃତ
କୋରାପୁଟ: କୋରାପୁଟ ପାଢୁଆରେ ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟ । ପୋଲିସ ଗୁଳିରେ ଟଳି ପଡ଼ିଲେ ୫ କ୍ୟାଡର ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ ମାଓବାଦୀ ଥିବା ଜଣାପଡ଼ିଛି ।
୩ ଏସ୍ଏଲଆର ଓ ୨ ଇନ୍ସାସ୍ ରାଇଫଲ ଜବତ କରିଛି ପୋଲିସ । SOG ଯବାନଙ୍କ କମ୍ବିଂ ଏବେବି ଜାରି ରହିଛି । ଏହି ଏନ୍କାଉଣ୍ଟର ନେଇ ଅପରେସନ ADG ଆର୍.ପି. କୋଚେ ସୂଚନା ଦେଇଛନ୍ତି ।
Download Argus News App
