ଅଧିକ ପଢନ୍ତୁ ରାଜନୀତି ଖବର
ଲୋକସଭାର ସବୁ ୨୧ଟି ସିଟ୍ ରେ ପଦ୍ମ ଫୁଟିବ । ବିଧାନସଭାରେ ବମ୍ପର ବିଜୟ ହେବା ଦରକାର । ଜୁନ ୪ରେ ବିଜେଡି ସରକାରର ଏକ୍ସପାଏରୀ ହେବ । ୧୦ ଜୁନରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ସମାରୋହ ହେବ । ସୁଭଦ୍ରା ଯୋଜନାରେ ଓଡିଶା ମା, ଭଉଣୀଙ୍କ ଭାଗ୍ୟ ପରିବର୍ତ୍ତନ ହେବ । କେନ୍ଦୁପତ୍ର ତୋଳାଳିଙ୍କୁ ବୋନୋସ, ବୟସ୍କଙ୍କୁ ପେନସନ, ରୋଜଗାର, ମିଳିବ ଏହା ମୋଦି ଗ୍ୟାରେଣ୍ଟି ।
ବିଜେଡି ସରକାର କିଛି ଦେଇନି । କେନ୍ଦ୍ର ଯୋଜନା ଲାଗୁ ହେବାକୁ ଦିଆଯଉନି । ଆୟୁଷ୍ମାନ ଯୋଜନାରେ ଦେଶର କୋଣ ଅନୁକୋଣରେ ୫ଲକ୍ଷ ମିଳିବ କିନ୍ତୁ ବିଜେଡି ସରକାର କରିନି । କ୍ଷମତାକୁ ଆସିଲେ ୩୧୦୦ଟଙ୍କା ଧାନର ଏମଏସପି ହେବ । ବିଜେପି ୫ବର୍ଷ ଭିତରେ ଓଡିଶାକୁ ନମ୍ବର ୧ କରିବ ଏହା ମୋଦି ଗ୍ୟାରେଣ୍ଟି ।