Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଭବାନୀପାଟଣାରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
୫ବର୍ଷ ସୁଦ୍ଧା ମୋଦି ସରକାର ସବୁ ସୁବିଧା କରାଇବେ
କଳାହାଣ୍ଡି : ଭବାନୀପାଟଣାର ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପ୍ରଭୁ ଜଗନ୍ନାଥ ଏବଂ ମା ମାଣିକେଶ୍ୱରୀଙ୍କୁ ପ୍ରଣାମ କରି ନିଜର ଅଭିଭାଷଣ ଆରମ୍ଭ କଲେ ରାଜନାଥ। ପ୍ରଥମ ଥର କାଳାହାଣ୍ଡି ଆସିଛନ୍ତି ବୋଲି କହିଲେ ରାଜନାଥ। ୫ରୁ ୮ବର୍ଷ ମଧ୍ୟରେ କଳାହାଣ୍ଡିର ଚିତ୍ର ବଦଳିବ। ଭାରତକୁ ବିକଶିତ ଭାରତ କାରିବାର ଲକ୍ଷ
ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବରଦସ୍ତ ଆଟାକ୍
ସମ୍ବଲପୁର: ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଜବରଦସ୍ତ ଆଟାକ୍... ଅପାର ସମ୍ଭାବନା ସତ୍ତ୍ବେ ଓଡ଼ିଶା ଗରିବ କାହିଁକି ? ଆଜି ରାଜ୍ୟରେ ଦାଦନ ବଢୁଛି କାହିଁକି ? କିଛି ଏମିତି ପ୍ରସଙ୍ଗ ଉଠାଇ ନବୀନଙ୍କୁ ଖୋଲା ବିତର୍କର ଆଦ୍ବାନ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ ୨୪ ବର୍ଷ ଶାସନରେ ବିକାଶ ନାହିଁ.. କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍