ଶ୍ରୀଜୀଉଙ୍କୁ ଦର୍ଶନ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ
କଳାହାଣ୍ଡିରେ ମାଓ ପୋଷ୍ଟରେ ଭୋର୍ଟ ବର୍ଜନ ପାଇଁ ଆହ୍ୱାନ

କଳାହାଣ୍ଡି: କଳାହାଣ୍ଡିରେ ପୁଣି ମାଓବାଦୀଙ୍କ ପୋଷ୍ଟର ଓ ବ୍ୟାନର ଉଦ୍ଧାର । ମଦନପୁର ରାମପୁର ବ୍ଲକ ବାରବନ୍ଦା, ବେଲଗାଁର ବିଭିନ୍ନ ସ୍ଥାନରେ ଲାଗିଛି ସିପିଆଇ ମାଓବାଦୀଙ୍କ ପୋଷ୍ଟର ବ୍ୟାନର । ପୋଷ୍ଟର ଓ ବ୍ୟାନର ମାଧ୍ୟମରେ ଭୋଟ ବର୍ଜନକୁ ଆହ୍ୱାନ କରାଯାଇଥିବା ଦେଖିବାକୁ ମିଳିଛି । ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀଙ୍କୁ ପ୍ରଜାକୋର୍ଟରେ ହିସାବ ମାଗିବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ ଦିଆଯାଇଛି ।
Download Argus News App
