MBAରେ ଆଶୁତୋଷ ରଥ,MCAରେ ନିଶିକାନ୍ତ ପରିଡ଼ା,ଏମ.ଫାର୍ମାରେ କେ.ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି। ସେହିପରି ବି-ଟେକ୍ (ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମାରେ ଲକ୍ଷ୍ମୀପ୍ରିୟା ସେନାପତି ଟପ୍ପର ହୋଇଛନ୍ତି।
www.ojee.nic.inରେ ପରୀକ୍ଷାର୍ଥୀ ରାଙ୍କ କାର୍ଡ ପାଇପାରିବେ । କୋଭିଡ କଟକଣାରେ ଚଳିତ ବର୍ଷ ପରୀକ୍ଷା ହୋଇଥିଲା।