ଫଳରେ ଘଟଣାସ୍ଥଳରେ ହିଁ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା । ତେବେ ଅନ୍ୟ ଯୁବକ ଜଣକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ଖବର ପାଇ ବଡବିଲ ପୋଲିସ ମୃତଦେହକୁ ଯୋଡ଼ା ଟାଟା ଟିଷ୍କ ହସ୍ପିଟାଲକୁ ପଠାଇ ଅଧିକ ତଦନ୍ତ ଚଳାଇଛି l
ତେବେ NH 520 ର ରିମୁଳି ଠାରୁ ଗୁଆଲି ପର୍ଯ୍ୟନ୍ତ ଭାରି ଯାନ ଗୁଡ଼ିକ ରାସ୍ତା ଉପରେ ବେଆଇନ ପାର୍କିଂ କରୁଥିବା କାରଣରୁ ଏହିପରି ବାରମ୍ବାର ଦୁର୍ଘଟଣା ଘଟିଚାଲିଥିଲେ ବି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନଥିବା ସାଧାରଣରେ ଅଭିଯୋଗ ହୋଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...