Headlines 6 pm | 30 June 2022 | Argus News
ସସପେଣ୍ଡ ହେଲେ OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁ

ଭୁବନେଶ୍ୱର: ସସପେଣ୍ଡ ହେଲେ OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁ । ବିରଞ୍ଚିଙ୍କୁ ସସପେଣ୍ଡ କଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି ବିରଞ୍ଚି । ବିରଞ୍ଚିଙ୍କ ପାଖରୁ ସାଢେ 3 କୋଟିର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ।
ମୋତେ ଯେତେ ଗାଳି ଦେଇପାର କିନ୍ତୁ ତାଳଚେରର ବିକାଶକୁ ବାଧାପ୍ରାପ୍ତ କରନାହିଁ

ଅର୍ଗସ ବ୍ୟୁରୋ : ମୋତେ ଯେତେ ଗାଳି ଦେଇପାର କିନ୍ତୁ ତାଳଚେରର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ଅନୁଚିତ୍ ବୋଲି ଗୁରୁବାର ତାଳଚେରରେ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ ସହ ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ରଥଯାତ୍ରାର ଗୋଟିଏ ଦି
Download Argus News App
