ଉତ୍କଳ ଦିବସ ଉପଲକ୍ଷେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସୁନ୍ଦର ବାଲୁକାକଳା। ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ଉତ୍କଳର ଐତିହ୍ୟ କୀର୍ତ୍ତିରାଜିକୁ ବାଲୁକାକୃତି ମାଧ୍ୟମରେ ଚିତ୍ରଣ କରିବା ସହ ବନ୍ଦେ ଉତ୍କଳ ଜନନୀ ଲେଖି ସମଗ୍ର ରାଜ୍ୟ ତଥା ଅଗଣିତ ଓଡ଼ିଆଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଛନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର