ଜାଲ ବିଛାଯିବା ସହ ଛେଳି ଓ କୁକୁଡ଼ା ମଧ୍ୟ ରଖାଯାଥିଲା, ମାତ୍ର ଶେଷ ମୁହୂର୍ତ୍ତରେ ବାଘଟି ଜାଲ ଉପରୁ ଡେଇଁ ପଳାଥିଲା । ଆଜି ସକାଳୁ ପୁଣି ବାଘର ପାଦ ଚିହ୍ନି ଗାଁ ଭିତରେ ଦେଖିବାକୁ ମିଳିଥିବା ବେଳେ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳିନାହିଁ। ସେପଟେ ଗାଁ ଲୋକମାନେ ଭୟଭୀତ ।
ବାଘ ପାଦ ଚିହ୍ନ ଦେଖି ଲୋକେ ଆତଙ୍କିତ

ସୁନ୍ଦରଗଡ଼ : ଗାଁରେ ପଡିଛି ବାଘ ପାଦ ଚିହ୍ନ। ଗତ ଏକ ତାରିଖରେ ବଡ଼ ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ନିକଟରେ ଏକ କଲରା ପତରିଆ ବାଘ ଦେଖାଦେଇଥିବା ବାଘକୁ ଟ୍ରଙ୍କୁଳାଇଜ କରିବାରେ ବନବିଭାଗ ଫେଲ। ଲୁଚିଥିବା ସ୍ଥାନରୁ ଅନ୍ୟତ୍ର ପଳାଇଲା ବାଘ । ବନ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା।
Download Argus News App
