ସୂଚନାଯୋଗ୍ୟ, ଗତକାଲି ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ସେପଟେ ରୁଦ୍ର ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିଥିଲେ । ଦିନ ଯେତେ ପାଖଉଛି ପ୍ରଚାର ରାଜନୈତିକ ଉଷଣତା ମଧ୍ୟ ବଢିବାରେ ଲାଗିଛି । ଏପ୍ରିଲ ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟିଂ । ମେ ୨ ତାରିଖରେ ପ୍ରକାଶ ପାଇବ ଫଳାଫଳ ।