ଅଧିକ ପଢନ୍ତୁ :୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, କାର ସହ ୩ ଗିରଫ
ସୂଚନାମୁତାବକ ପିଛା କରି ଦାମନ ଯୋଡ଼ି ରେଳ ଷ୍ଟେସନ ଜଗି ବସିଥିବା ବିହାର ରାଜ୍ୟ ଦୁଇ ବ୍ୟବସାୟୀ ଙ୍କୁ ଗଞ୍ଜେଇ ଚାଲାଣ ସମୟର ନନ୍ଦପୁର ପୁଲିସ ମାଡ଼ି ବସିଥିଲା । ଅଭିନବ ପ୍ରୟାସ ରେ ଏକ ନାମୀ ଦାମୀ କାରରେ ବିହାର ରାଜ୍ୟ ର ବ୍ୟବସାୟୀ ଙ୍କୁ ଚାଲାଣ କରିବା କୁ ବାହାରିଥିଲେ। ହେଲେ ବିଶ୍ଵସ୍ତ ସୂତ୍ର ରୁ ପୁଲିସ ଖବର ପାଇ ତାଙ୍କୁ ପିଛା କରି ଗିରଫ କରିଛି। ସେଥିରେ ୫ ଜଣ କଲେଜ ଛାତ୍ର ମଧ୍ୟ ରହିଥିଲେ। ବିହାର ରାଜ୍ୟ ର ଦୁଇ ମାଫିଆ ରାହୁଲ କୁମାର ଓ ସଦାମ ହୁସେନ ବୋଲି ଜଣା ପଡ଼ିଥିବା ବେଳେ ସେଥି ମଧ୍ୟରୁ ନନ୍ଦପୁର ଅଂଚଳ ପାଞ୍ଚ ଜଣ କଲେଜ ଛାତ୍ର ରହିଛନ୍ତି।