ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି । ଆସନ୍ତା କାଲିର କାର୍ଯ୍ୟକ୍ରମ ପାଇଁ ପୋଲିସ କମିଶନର ,ଅତିରିକ୍ତ ପୋଲିସ କମିଶନର,ଭୁବନେଶ୍ୱର DCP,ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ଙ୍କ ସହ ବିଭିନ ବିଭାଗର ଅଧିକାରୀ ମାନେ ଆଜି ଲୋୟର PMG ରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତି ସମ୍ପର୍କରେ ଯାଞ୍ଚ କରିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପାଇଁ ଚାଲିଛି ପ୍ରସ୍ତୁତି

ଅର୍ଗସ ବ୍ୟୁରୋ: ରାଜଧାନୀରେ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଇଁ ଲୋୟର PMG ଚାଲିଛି ଜୋରଦାର ପ୍ରସ୍ତୁତି । ସାଧାରଣତନ୍ତ୍ର ଦିବସରେ ଏଥର ଦେଖିବାକୁ ମିଳିବ ଦେଶପ୍ରେମ ଭାବନା ସହ ହକି ଇଣ୍ଡିଆର ଝଲକ । ଏହା ସହ ସଧାରଣତନ୍ତ୍ର ଦିବସ ଉପଲକ୍ଷେ ଏଥର ସ୍ୱତନ୍ତ୍ର ପେରେଡ଼ ସହ ବିଭିନ୍ନ ମନରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ର ବ୍ୟବସ୍ଥା ମଧ୍ୟ ରହିଛି ।
Download Argus News App
