ଏହା ସହ ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ଦାବି କରିଛନ୍ତି । କରୋନା କଟକଣା ଯୋଗୁ ବିୟୁଟି ପାର୍ଲର ଓ ଜିମ୍ ବନ୍ଦ ରହିଛି। ସେହିପରି ଯାତ୍ରା ପାଇଁ ଅନୁମତି ଦେଇନାହାନ୍ତି ସରକାର ।
ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, କଳାକାର, ବିୟୁଟି ପାର୍ଲର ଓ ଜିମ ସଂଘ
ଭୁବନେଶ୍ଵର: ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ, କଳାକାର, ବିୟୁଟି ପାର୍ଲର ଓ ଜିମ ସଂଘ । ଦୀର୍ଘ ଦିନ ଧରି ଏସବୁ ବନ୍ଦ ଥିବାରୁ ଅନେକ ଜୀବିକା ହରାଇଛନ୍ତି । କରୋନା କାଳରେ ନାନାଦି ହଇରାଣ ହେଉଛନ୍ତି । ତେଣୁ ତୁରନ୍ତ ଏସବୁ ଖୋଲିବା ପାଇଁ ଦାବି କରିଛନ୍ତି।
Download Argus News App
