ଭୋର ୫ଟା ୫ ମିନିଟରେ ମହାପ୍ରଭୁଙ୍କ ପହୁଡ଼ ନୀତି ହେବାରୁ ଆଜି ସକାଳ ୭ଟାରେ ସିଂହଦ୍ଵାର ଖୋଲିଛି । ଫଳରେ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ବିଳମ୍ବରେ ମଙ୍ଗଳାଆରତୀ ଦର୍ଶନ ପାଇଁ ଛଡାଯାଇଛି । ନୀତି ବିଳମ୍ବ ଯୋଗୁଁ ଭକ୍ତଙ୍କ ଦର୍ଶନ ଉପରେ ସିଧାସଳଖ ପ୍ରଭାବ ପଡିଛି । ତେବେ ପ୍ରଶ୍ନ ଉଠିଛି ଯଦି ନୀତି ବିଳମ୍ବ ହେଲା ତାହାଲେ କଣ ପାଇଁ ଭୋର ୫ଟାରେ ମହାପ୍ରଭୁଙ୍କର ପହୁଡ଼ ନୀତି କରାଗଲା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।