ଗଜପତି ମୋହନାରେ ସ୍ବାଧୀନତା ଦିବସ ପାଳିତ
ନୟାଗଡ଼ରୁ ମହିପୁର ପରୀକ୍ଷାମୂଳକ ଭାବେ ଗଡ଼ିଲା ରେଳ ଇଞ୍ଜିନ୍

ନୟାଗଡ଼: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପଥ । ପୂର୍ବରୁ ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ନିୟମିତ ଟ୍ରେନ ଚଳାଚଳ କରିଥିବା ବେଳେ ଆଜି ନୟାଗଡ଼ରୁ ମହିପୁର ଷ୍ଟେସନ ପର୍ଯ୍ୟନ୍ତ ଗଡ଼ିଲା ରେଳ ଇଞ୍ଜିନ ।
ନବନିର୍ମିତ ଏହି ୧୨ କିଲୋମିଟର ରେଳ ଟ୍ରାକ ଉପରେ ପରୀକ୍ଷାମୂଳକ ଭାବେ ଗଡ଼ିଛି ଇଞ୍ଜିନ । ତେବେ ଏହି ଟ୍ରାକରେ ସଫଳ ଭାବେ ଇଞ୍ଜିନ ଗଡିଥିବା ଦେଖିବାକୁ ମିଳିଛି ।
ପୂର୍ବତଟ ରେଳ ପଥର ଯନ୍ତ୍ରୀ ଏବଂ ଅଧିକାରୀଙ୍କ ଉପସ୍ଥିତିରେ ଏହି ଇଞ୍ଜିନ ଚାଲିବା ବେଳେ ମହିପୁରରୁ ଖୋର୍ଦ୍ଧା ଯାତ୍ରୀଙ୍କ ପାଇଁ ଏହା ସୁବିଧାଜନକ ଯାତାୟତ ହେବ । ତେବେ ବିଧିବଦ୍ଧ ଭାବେ ମହିପୁରକୁ ସ୍ୱାଭାବିକ କେବେଠୁ ଏହି ରେଳ ଚଳାଚଳ କରିବ ତାହା ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ ।
ଧସିଗଲା ମାଟି

ଅର୍ଗସ ବ୍ୟୁରୋ : ଯାଜପୁର ସୁକିନ୍ଦା କାଳିଆପାଣି ପଞ୍ଚାୟତ ଗୁରୁଜଙ୍ଗ ଅଞ୍ଚଳରେ ଥିବା ଫେକର ବେଦାନ୍ତ କ୍ରୋମାଇଟ ମାଇନ୍ସରୁ ଧସିଗଲା ମାଟି । ଫେକର କମ୍ପାନୀ ୧୯୯୨ ମସିହା ଠାରୁ ୨୫ ଏକର ଜମି ଲିଜ୍ ନେଇ ମାଇନ୍ସ ଖୋଲିଥିଲେ । ପରେ ଏହା ଏବେ ବେଦାନ୍ତକୁ ହସ୍ତାନ୍ତର କରିଛି ଫେକର । ମାତ୍ର ଫେକର ଅଧିନରେ ଚାଲୁଥିବା ବେଳେ ସେହି ମାଇନ୍ସଟି ଅଧିକ ଗଭୀରତା ଯୋଗୁଁ ୨୦୧୪ ମସିହାରେ ଭୁଷୁଡ
Download Argus News App
