ଖୋର୍ଦ୍ଧାରେ ପାଞ୍ଚ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗର ଓ ଗଞ୍ଜେଇକୁ ପୋଡ଼ିଲା ଏସ୍ ଟି ଏଫ୍
ଏମକେସିଜି ମେଡିକାଲରେ ବର୍ଷା ପାଣି

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ବର୍ଷା ପାଣି। ବ୍ରହ୍ମପୁରରେ ଆଗି ସକାଳୁ ବର୍ଷା ଲାଗି ରହିଛି। ବର୍ଷା ପ୍ରଭାବରେ ଦକ୍ଷିଣ ଓଡିଶାର MKCG ମେଡିକାଲ ପଲୁମନାରୀ ବିଭାଗରେ ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ବର୍ଷା ପାଣି ଆସ୍ତେଆସ୍ତେ ପାଣି ନିଷ୍କାସନ ହେଉଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।
Download Argus News App
