ଅଧିକ ପଢନ୍ତୁ ଓଡ଼ିଶା ଖବର
ରାଜକନିକା ପୋଲିସ ଶେଖର ଦାସଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଶେଖର କିଛିଦିନ ହେବ ଚୋରାରେ ମଦ ବିକ୍ରି କରୁଥିବା ରାଜକନିକା ପୋଲିସ ପାଖରେ ଖବର ଥିଲା । ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ରାଜକନିକା ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହିତ ଶେଖରଙ୍କୁ ଗିରଫ କରିଥିବା ଜଣାପଡିଛି ।