Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ପ୍ରତିଦିନ ମଇଁଷି ଖାଉଛି ୨୫୦ଗ୍ରାମ୍ ଆଲମଣ୍ଡ, ୩୦ ଟି କଦଳୀ, ୪ କେଜି ଡାଲିମ୍ବ, ୫ କେଜି ଖୀର
ମାତୃଭୂମି ପ୍ରତି ତ୍ୟାଗ, ନିଷ୍ଠା ଏବଂ ବୀରତ୍ବର ପ୍ରେରଣା ସ୍ରୋତ ଜନଜାତି ସମୁଦାୟ
ଅର୍ଗସ ବ୍ୟୁରୋ: ମାତୃଭୂମି ପ୍ରତି ତ୍ୟାଗ, ନିଷ୍ଠା ଏବଂ ବୀରତ୍ବର ପ୍ରେରଣା ସ୍ରୋତ ହେଉଛନ୍ତି ଜନଜାତି ସମୁଦାୟ । ଜନଜାତି ଗୌରବ ଦିବସରେ ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତିରେ ଲକ୍ଷ୍ନୌରେ ଆୟୋଜିତ ଜନଜାତି ଗୌରବ ଦିବସ ଅବସରରେ ଅନ୍ତର୍ଜାତୀୟ ଜନଜାତି ଭାଗିଦାରୀ ଉତ୍ସବର ଶୁଭାରମ୍ଭ କରି ଯୋଗୀ
ଗାଁ ଠୁ ସହର ସବୁଠି ଆଧ୍ୟାତ୍ମିକ ପରିବେଶ
ଅର୍ଗସ ବ୍ୟୁରୋ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଆଉ ପୌରାଣିକ କଥା ମନେ ପକାଇ ଆଜି ଚାରିଆଡେ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି । ଗାଁ ଠୁ ସହର ସବୁଠି ଏକ ଆଧ୍ୟାତ୍ମିକ ପରିବେଶ । ତା ସହିତ ଉତ୍କଳର ଐତିହ୍ୟ ଓ ପରମ୍ପରାକୁ ମନେ ପକାଇ ପ୍ରତ୍ୟୁଷରୁ ବିଭିନ୍ନ ନଦୀ ପୁଷ୍କରିଣୀରେ ଡ଼ଙ୍ଗା ଭସାଉଛନ୍ତି ଲୋକେ । ଅନ୍ୟପଟେ କାର୍ତ୍ତି