ଭୟାବହ ଅଗ୍ନିକାଣ୍ଡରେ ସବୁକିଛି ଜଳିପୋଡି ପାଉଁସ ହେଇଗଲା। ଲକ୍ଷାଧିକ ଟଙ୍କାର ଧାନଚାଉଳ ପୋଡି ପାଉଁସ। କାହାର କିଛି ହୋଇନଥିବାବେଳେ ପରିବାର ଲୋକେ କିପରି ଚଳିବେ ତାହା ଏବେ ଚିନ୍ତାର କାରଣ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବେଗୁନିଆ କଣ୍ଟାମଳିମ ଗାଁରେ ଅଗ୍ନିକାଣ୍ଡ । ନିଆଁ ଲାଗି ଘର ସହିତ ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ ଚାଉଳ। ଗତକାଲି ରାତିରେ କଣ୍ଟାମଳିମ ଗାଁର ରବିନ୍ଦ୍ର ଜଗଦେବଙ୍କ ଚାଳ ଘରେ ହଠାତ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ରବିନ୍ଦ୍ରଙ୍କ ସହିତ ପଡୋଶୀ ଶରତ ଜଗଦେବଙ୍କ ଘରକୁ ବ୍ୟାପିଯାଇଥିଲା। ଉଭୟଙ୍କ ଘରେ ଥିବା ଲୁଗାପଟା,ଧାନ ଚାଉଳ ଆଦି ପୋଡି ପାଉଁଶ ହୋଇଯାଇଛି ।
ଭୟାବହ ଅଗ୍ନିକାଣ୍ଡରେ ସବୁକିଛି ଜଳିପୋଡି ପାଉଁସ ହେଇଗଲା। ଲକ୍ଷାଧିକ ଟଙ୍କାର ଧାନଚାଉଳ ପୋଡି ପାଉଁସ। କାହାର କିଛି ହୋଇନଥିବାବେଳେ ପରିବାର ଲୋକେ କିପରି ଚଳିବେ ତାହା ଏବେ ଚିନ୍ତାର କାରଣ।
ଅଧିକ ପଢ଼ନ୍ତୁ ଓଡିଶା ଖବର: