ଫଳରେ ରୋଗୀଙ୍କ ସହ, ତାଙ୍କ ପୁଅ ଅଜିତ, ପୁତୁରା ରମେଶ ମଧ୍ୟ ଗୁରୁତର ହୋଇଛନ୍ତି l ୩ଜଣ ଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୨ଜଣ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଯାଜପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଡ୍ରମ୍ପରକୁ ପଛ ପଟୁ ଧକ୍କା ଦେଲା ଆମ୍ବୁଲାନ୍ସ

ଭଦ୍ରକ : ୧୬ ନମ୍ବର ଜାତୀୟ ରାଜପଥରେରେ ଦୁର୍ଘଟଣା I ଡ୍ରମ୍ପରକୁ ପଛ ପଟୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦାଠାରେ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମଧୁସୂଦନପୁର ଗାଁର ଶାନ୍ତିଲତା ବେହେରାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ସୋର ମେଡିକାଲରୁ କଟକ ଡ଼ାକ୍ତରଖାନାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଉଥିବା ବେଳେ ଆଖୁଆପଦା ଠାରେ ଆମ୍ବୁଲାନ୍ସଟି ଏକ ବ୍ରେକ ଡାଉନ ଡମ୍ପରକୁ ଧକ୍କା ଦେଇଥିଲା।
Download Argus News App
