ରାସ୍ତା ସମସ୍ୟା ପାଇଁ ବର୍ଷା ଦିନରେ ଜଡ଼ାବନ୍ଧ,ଭାଲୁସାହି, ବାଲିଆବେଡା ଗାଁକୁ ଆମ୍ବୁଲାନ୍ସ ଭଳି ଚାରିଚକିଆ ଆସିପାରୁନି। ଫଳରେ ଜରୁରୀକାଳିନ ପରିସ୍ଥିତିରେ ଆତଯାତରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବାସୀ। ପକ୍କା ରାସ୍ତା ପାଇଁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ପ୍ରଶାସନ ପ୍ରତିଶ୍ରୁତି ନାଁରେ ପ୍ରତାରଣା ଦେଉଥିବା ଅଭିଯୋଗ ହୋଇଛି। ୨୫ ବର୍ଷର ପୂର୍ବ ବିଜେଡି ସରକାର ସଡକ ଯୋଜନାରେ ବହୁ ଅର୍ଥ ଖର୍ଚ୍ଚ କରି ବାହାବାହି ନେଉଥିବା ବେଳେ ଏବେବି ଅନେକ ଅଞ୍ଚଳ ରହିଛି ଯେଉଁଠି ପକ୍କା ରାସ୍ତା ଅପହଞ୍ଚ।
ଅଧିକ ପଢ଼ନ୍ତୁ ଓଡିଶା ଖବର: