ଅର୍ଗସ ବ୍ୟୁରୋ: ଭଲରେ ରହିବାକୁ ହେଲେ ପଇସା ଦରକାର ।ଭଲ ପଇସା କମାଇବା ପାଇଁ ସମସ୍ତେ ଚାହାଁନ୍ତି । ତେବେ ଏହି ଜଣେ ବ୍ୟବସାୟକୁ କେମିତି ସଫଳ କରିହେଵ ସେ ଵିଷୟରେ ଜାଣିଵା । ଜଣେ ଝିଅ ପ୍ରତି ମାସରେ ୧୯ ଲକ୍ଷ ଟଙ୍କା ରୋଜଗାର କରେ ତାହା କେମିତି କରି ପାରିଵେ ଆସନ୍ତୁ ଜାଣିବା
ଯଦି ତୁମେ ତୁମର ରୋଜଗାର ବଢାଇବାକୁ ଚାହୁଛନ୍ତି ତେଵେ ଚାକିରୀ ପଛରେ ନଗୋଡେଇ ଆପଣ ନିଜେ କିଛି କରିଵା ଉଚିତ । ଏହା କରିଵା ସମସ୍ତଙ୍କୁ ଟିକେ କଷ୍ଟ ହେଇପାରେ କିନ୍ତୁ ଏହା ଅନେକ ଲାଭ ଦେଇଥାଏ । ବ୍ୟଵସାୟ କହିଲେ ଅନେକ ପ୍ରକାରର ଅଛି ଆପଣ ଯେଉଁ ବ୍ୟବସାୟ କରିବେ ତାହା ନିଶ୍ଚି ସଫଳ ହେଵ । ତାକୁ ଯଦି ସୁରୁଖୁରୁ ଆପଣ ଚଳାଇପାରିଵେ ।
ଗତ ବର୍ଷ ଜଣେ୨୭୯,୦୦୦ ଡଲାର ଅର୍ଥାତ ୨ କୋଟିରୁ ଅଧିକ ରୋଜଗାର କରିଛନ୍ତି ତାହାଵି ଏକ କୋଚିଂ ସେଣ୍ଟରରୁ । କୋଚିଂ, ଫ୍ରିଲାନ୍ସିଂ କାର୍ଯ୍ୟ ମାଧ୍ୟମରେ ଯୋଜନା କରୁଥିବା ଆନନ୍ଦି କୁହନ୍ତି ଯେ ସେ ସପ୍ତାହରେ ମାତ୍ର ୨୦ ଘଣ୍ଟା କାମ କରନ୍ତି । ଆନନ୍ଦି କହିଛନ୍ତି ଯେ ଅଧିକା କାର୍ଯ୍ୟ କରିବା ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ପରାମର୍ଶ ହେଉଛି ଚାକିରି ଖୋଜି ସମୟ ନଷ୍ଟ କରନ୍ତୁ ନାହିଁ ନିଜେ ନିଜର ଵ୍ୟଵସାୟ ଆରମ୍ଭ କରନ୍ତୁ ।