ଅଧିକ ପଢନ୍ତୁ ଓଡ଼ିଶା ଖବର
ପଚରା ଉଚରା ପରେ ଆହୁରି ୭୨ଟି ଶୁଆ ଶାବକ ନାଳରୋଡ ଅଞ୍ଚଳରେ ଏକ ଭଡା ଘରେ ରଖିଥିବା ଜଣାପଡ଼ିଛି । ସବୁ ଶୁଆଙ୍କୁ ଉଦ୍ଧାର କରାଯାଇଛି । ଶୁଆ ଶାବକ ଗୁଡ଼ିକୁ 8ଶହ ଟଙ୍କାରେ କିଣି ୩ ହଜାରରୁ ୩୫୦୦ ଟଙ୍କାରେ ବିକ୍ରି କରୁଥିବା ସୂଚନା ଦେଇଛନ୍ତି DFO ।
ଅର୍ଗସ ବ୍ୟୁରୋ : ଜଙ୍ଗଲୀ ଶୁଆ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ରାଉଲକେଲାରେ ଚାଲାଣ ବେଳେ ରେଡ୍ । ଯୋଜନା ମୁତାବକ ଇନ୍ଦିରା ଗାନ୍ଧୀ ପାର୍କ ସମ୍ମୁଖରେ ଛକି ବସିଥିଲା ବନବିଭାଗ ଟିମ୍ । ଦୁଇ ଜଣଙ୍କୁ ଗିରଫ କରିଛି । ଏକ ବାଇକ୍ରେ ୧୦ଟି ଶୁଆ ଧରି ନୂଆ ବସ୍ ଷ୍ଟାଣ୍ଡ ଯିବା ସମୟରେ ବନ ବିଭଗ ଧରିଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପଚରା ଉଚରା ପରେ ଆହୁରି ୭୨ଟି ଶୁଆ ଶାବକ ନାଳରୋଡ ଅଞ୍ଚଳରେ ଏକ ଭଡା ଘରେ ରଖିଥିବା ଜଣାପଡ଼ିଛି । ସବୁ ଶୁଆଙ୍କୁ ଉଦ୍ଧାର କରାଯାଇଛି । ଶୁଆ ଶାବକ ଗୁଡ଼ିକୁ 8ଶହ ଟଙ୍କାରେ କିଣି ୩ ହଜାରରୁ ୩୫୦୦ ଟଙ୍କାରେ ବିକ୍ରି କରୁଥିବା ସୂଚନା ଦେଇଛନ୍ତି DFO ।
ଅର୍ଗସ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ଶ୍ରୀ ସେଠୀ ୨୦୧୪ରେ କାକଟପୁର ବିଧାୟକ ହୋଇଥିଲେ । ହେଲେ ୨୦୧୯ରେ କିନ୍ତୁ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଂଗ୍ରେସ ଘୋଷଣା ବିଧାନସଭା ପ୍ରାର୍ଥୀ ତାଲିକା । କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ । ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର