ଅଧିକ ପଢନ୍ତୁ : ଜୁଲାଇ 7ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ରଥକୁ ଟାଣି ନେଉଛନ୍ତି । ଏପଟେ ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କ୍ରାଉଡ୍ କଣ୍ଟ୍ରୋଲ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରଥ ରୋଡ଼ରେ କୌଣସି ଯାନବାହାନ ଚଳାଚଳ ଯେମିତି ନକରେ ସେଥିପାଇଁ ମାଉସୀ ମାଆ ଛକରୁ ଗାଡି ଗୁଡ଼ିକୁ ଡାଇଭର୍ଟ କରାଯାଇଛି । ହିଟ ୱେଭକୁ ଦୃଷ୍ଟିରେ ରଖି ପାଣି ସହ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି ।