ଘୋଷଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି
ଉତ୍କଳ ମଣିଙ୍କ ଜନ୍ମ ଜୟନ୍ତି ଅବସରରେ ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ ସ୍ୟାଣ୍ଡ ଆନିମେସନ
ବ୍ରହ୍ମପୁର : ଆଜି ହେଉଛି ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତି । ପୁରପଲ୍ଲୀରେ ପାଳନ ହେଉଛି ଉତ୍କଳ ମଣିଙ୍କ ଜନ୍ମ ଦିନ। ତେବେ ଏହି ଅବସରରେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଦୁଇଟି ସ୍ୟାଣ୍ଡ ଆନିମେସନ ତିଆରି କରିଛନ୍ତି। ଗୋଟିଏ ସ୍ୟାଣ୍ଡ ଆନିମେସନ 2ମିନଟ 26ସେକେଣ୍ଡର ହୋଇଥିବା ବେଳେ ଅନ୍ୟଟି 3 ମିନଟ 30 ସେକେଣ୍ଡ ହୋଇଛି। ସତ୍ୟଙ୍କର ଏହି ସୁନ୍ଦର ସ୍ୟାଣ୍ଡ ଆନିମେସନକୁ ବୁଦ୍ଧିଜିବୀଙ୍କ ମହଲରୁ ପ୍ରଶଂସାର ସୁଅ ଛୁଟିଛି।
ପଙ୍କରେ ପଇଚି ହାତ...

ଅର୍ଗସ ବ୍ୟୁରୋ: କଟକର ନାଳି ଆଉ ଗଳି କେତେବେଳୋ କାହାକୁ କ’ଣ ଦେଇଦେବ ଆଉ କେତେବେଳେ କାହାଠୁ କ’ଣ ନେଇଯିବ କିଏ ଜାଣିଛି। ତଥାପି ଏ ନାଳି ରୌପ୍ୟ ନଗରୀର ସଂସ୍କୃତି ଆଉ ରାଜନୀତି ସହ ଜଡିତ। ପ୍ରତିବର୍ଷ ଏ ହିଁ ପାଲଟେ ରାଜନୈତିକ କ୍ଷମତା କେନ୍ଦ୍ରର ପଶାପାଲି। ନାଳ ସମସ୍ୟା, ଡ୍ରେନ ସଫେଇ କାର୍ଯ୍ୟକୁ ନେଇ ସନ୍ତୁଳୀ ହେଉଥିବା ଆମ କଟକ ସହରର ଏବେ ଚର୍ଚ୍ଚା ଭିନ୍
Download Argus News App
