ଅଧିକ ପଢନ୍ତୁ: ସରକାରୀ ପ୍ରାପ୍ତ ବିଦେଶୀ ମଦ ଦୋକାନ ସିଲ୍
ପୂର୍ବରୁ ଅବକାରି ବିଭାଗ ଷ୍ଟକ ଯାଂଚ କରିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ମଦ ଦୋକାନକୁ ସିଲ କରିଛନ୍ତି । କଣ୍ଟାବାଞ୍ଜି ମାଜିଷ୍ଟେଟ ଦାୟିତ୍ୱରେ ଥିବା କଣ୍ଟାବାଞ୍ଜି ତହସିଲଦାର ଅମୃତଲାଲା ବେହେରା ଓ ଅବକାରୀ ଗୁଇନ୍ଦା ବିଭାଗର ଡେ଼ପୁଟି ସୁପରିଟେଣ୍ଡେନ ବିପ୍ର ଚରଣ ମଣ୍ଡଳଙ୍କ ଉପସ୍ଥିତରେ ଦୋକାନ ସିଲ କରାଯାଇଛି । ଅନ୍ୟ ମାନଙ୍କ ମଧ୍ୟ ରେ ଏହି ଚଢ଼ାଉରେ କଣ୍ଟାବାଞ୍ଜି ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ