ଘାଟଘରସାହି ନିକଟ ବାସୁଳିମନ୍ଦିର ଓ ବସଷ୍ଟାଣ୍ଡ ନିକଟ ଶନି ମନ୍ଦିରରୁ ଚୋରି ହୋଇଥିବା ଦେଖାଯାଇଛି। ତେବେ ରାତିରେ ଖବର ପାଇ ସଙ୍ଗେ ସଙ୍ଗେ ପୋଲିସ ପହଂଚିଥିଲେ ବି ଚୋରଙ୍କୁ ଧରିବାରେ ବିଫଳ ହୋଇଛି । ଉଭୟ ମନ୍ଦିରରୁ ବହୁ ଅଳଙ୍କାର ସମେତ ଠାକୁରଙ୍କ ମୁକୁଟ ଚୋରି ହୋଇଯାଇଛି । ପୋଲିସ ପେଟ୍ରୋଲିଂ କଡ଼ାକଡି ପାଇଁ ଦାବି ହୋଇଛି ।