ପ୍ରଥମେ ସୋନପୁର ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କ ବିରୋଧରେ ରଣ ହୁଙ୍କାର ଦେଇଥିଲେ ଅମିତ ଶାହା । ବିଜେଡି ସରକାରଙ୍କ ବିଫଳତା କଥା ଉଠାଇ ଜୋରଦାର ବର୍ଷିଥିଲେ ଶାହା । ସୋନପୁର ସଭାରୁ ସାରା ଓଡିଶାବାସୀଙ୍କୁ ୫ ବର୍ଷର ସମୟ ମାଗିଲେ ଶାହା । କହିଲେ ୨୫ ବର୍ଷ ନବୀନ ବାବୁଙ୍କୁ ଦେଲେ ୫ ବର୍ଷ ବିଜେପିକୁ ଦିଅନ୍ତୁ । ଆମେ ଓଡିଶାକୁ ଦେଶର ନଂ ୱାନ ରାଜ୍ୟ କରିଦେବୁ । ନବୀନଙ୍କ ୨୦ ବର୍ଷ ଲଷ୍ଟ ଇୟର। ଲୋକଙ୍କୁ କହିଥିଲେ ମୋଦି ଗ୍ୟାରେଣ୍ଟି ଉପରେ ଭରସା ରଖନ୍ତୁ ଆଗକୁ ଦେଶ ବିକଶିତ ହେବ।
ଅଧିକ ପଢ଼ନ୍ତୁ ରାଜନୀତି ଖବର