ଅଧିକ ପଢନ୍ତୁ ଓଡ଼ିଶା ଖବର
ତେଣୁ ଆଗାମୀ ସପ୍ତାହରେ ଶିମିଳିପାଳରେ ଅଧିକ ସ୍ଥାନରେ ନିଆଁ ଲାଗିବାର ଆଶଙ୍କା ରହିଛି । ଏମିତି ସମୟରେ ନିୟୋଜିତ ବନ କର୍ମଚାରୀ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ବନାଗ୍ନି ନିୟନ୍ତ୍ରଣ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଆବଶ୍ୟକ ହେଲେ ଅଧିକ କର୍ମଚାରୀ ନିୟୋଜିତ ହେବେ । ନିଆଁ ଲିଭାଇବାରେ ଆମେ ଜଙ୍ଗଲ ପାଖ ଗ୍ରାମବାସୀଙ୍କ ସହଯୋଗ କାମନା କରୁଛୁ ।