ମୃତକ ଜଣକ ହେଉଛନ୍ତି ଶାଳନ୍ଦୀ ନାଏକ, ହତ୍ୟାକାରୀ ପୁଅ ସରୋଜ ନାଏକ ବୋଲି ଜଣାପଡିଛି। ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପହିଛି। ଘଟଣା ସ୍ଥଳରେ ଯଶୀପୁର ପୋଲିସର ତଦନ୍ତ ଜାରି ରହିଛି।
ଅନ୍ୟପଟେ ସାନ ପୁଅ ଓ ପଡୋଶୀ କହିଛନ୍ତି କି, ପୂର୍ବରୁ ମଧ୍ୟ ଅନେକ ଥର ହତ୍ୟାକାରୀ ସରୋଜ ନାଏକ ବିଭିନ୍ନ ସମୟରେ ଘରେ ଗୋଣ୍ଡଗୋଳ କରୁଥିଲେ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...