ତେବେ କଟକ ଜିଲ୍ଲା ଭିତରେ ସେ ପ୍ରଥମ ଛାତ୍ର ଯିଏ କି ୧୦୦ ମାର୍କ ଗଣିତ ଭଳି ବିଷୟରେ ଆଣିଛନ୍ତି। ତାଙ୍କ ବାପା ସୂର୍ଯ୍ୟକାନ୍ତ ବେହେରା ବାଙ୍ଗଲୋର ର ଏକ ଘରୋଇ ସଂସ୍ଥା ରେ ସିକୁରୀଟି ଗାର୍ଡ ଭାବେ ଚାକିରୀ କରନ୍ତି। ତେବେ ତାଙ୍କ ପୁଅ ସମୁଦାୟ ୫୦୯ ମାର୍କ ରଖି ପ୍ରଥମ ସ୍ଥାନ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ସୌମ୍ୟ ରଞ୍ଜନ ଏବେ ଆଇଆଇଟି ବାଙ୍ଗଲୋର ରେ କୋଚିଂ ନେଉଛନ୍ତି ବୋଲି ବାପା ସୂର୍ଯ୍ୟକାନ୍ତ ଫୋନ ଯୋଗେ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର