ମନ୍ତ୍ରୀ ସମୀର ଦାଶଙ୍କ ପାଇଁ ବଢିଲା ଅଡୁଆ
ସଟଡାଉନରେ କଟକ ବଡ ମେଡିକାଲର ଆହାର କେନ୍ଦ୍ର ବନ୍ଦ ନକରିବା ପାଇଁ ନବୀନଙ୍କୁ ଅନୁରୋଧ କଲେ ଶ୍ରୀତମ

ଅର୍ଗସ ବ୍ୟୁରୋ: ସଟଡାଉନରେ କଟକ ବଡ ମେଡିକାଲର ଆହାର କେନ୍ଦ୍ର ବନ୍ଦ କରାନଯାଉ ବୋଲି ବରିଷ୍ଠ ଅଭିନେତା ତଥା ବିଜେପି ନେତା ଶ୍ରୀତମ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ରୋଗୀ ମାନଙ୍କର ପରିବାର ଲୋକ ଏବଂ ଗରିବ ଲାକମାନେ ଖାଦ୍ୟ ପାଇଁ ବଡ ହଇରାଣ ହେଉଛନ୍ତି ବୋଲି ସେ କହିଛନ୍ତି। ଶ୍ରୀତମ ଜୟଜଗନ୍ନାଥ ନାମୀ ସାମାଜିକ ସଙ୍ଗଠନ ସହ ସେଠାକୁ ଯାଇ ଆହାର କେନ୍ଦ୍ର ସାମ୍ନାରେ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି।
Download Argus News App
