ଏଥିରେ ନିଜେ ବିଧାୟକ ସୁକାନ୍ତ ନାୟକ ଧାରଣାରେ ବସିବା ସହ ତାଲିକାରୁ ବାଦ ପଡିଥିବା ଶତାଧିକ ଆବାସ ଆଶାୟୀ ବି ଗଣ ଧାରଣାରେ ବସିଥିଲେ। ଆଗକୁ ଉଚିତ ସର୍ଭେ କରାଯାଇ ଉଚିତ ହିତାଧିକାରୀଙ୍କ ଆବାସ ଗୃହ ନଯୋଗାଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ବିଧାୟକ। ପରେ ନୀଳଗିରି ବିଡ଼ିଓଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ବିଡିଓ ବି ଉଚିତ ତଦନ୍ତ କରିବା ପ୍ରତିଶ୍ରୁତି ଦେଇଛନ୍ତି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।