ସେ ଆହୁରି ବି କହିଛନ୍ତି ଯେ ଡେଙ୍ଗୁ ଚାରୁଆଡେ ହେଲଣି। ସାଇ ସାଇ ହେଲାଣି। ଭୁବନେରଶ୍ଵରରେ ଜଣେ ଆଜି ମରିଯାଇଛି। ଅର୍ବାନ ଭୋଟ ନ ହେବାରୁ ଏସବୁ ହେଉଛି । ଫେବୁଆରୀରେ ପଞ୍ଚାଯତ ଭୋଟ କାହିଁକି ହେବ? ଏତେ ତରତର କ’ଣ ପାଇଁ ତାର କାର୍ଯ୍ୟକାଳ ସାରିବାକୁ ଦିଅ , ପରେ ନର୍ବାଚନ ହେବ।
ସେ ପୁଣି କହିଛନ୍ତି ଯେ ରିଜର୍ଭେସନ ନକରି କରି ପଞ୍ଚାଯତ ଭୋଟ କରିବା ପାଇଁ ସରକାର କହୁଥିଲେ। ଏବେ କହିଲେଣି ପଞ୍ଚାଯତକୁ ବି ଲୁଟିବେ। ଅଫିସରଙ୍କ ହାତରରେ ରଖ ଲୁଟୁଛନ୍ତି। ବାରିପଦା , ସମ୍ବଲକପୁର , ରାଉରକେଲା, ଭୁବନେଶ୍ଵର, କଟକ ଚାରିଆଡେ ଲୁଟ୍ କରିବା ପାଇଁ ନିର୍ବାଚନ କରୁନାହନ୍ତି। ସାଢେ ତିନି ବର୍ଷ ହେଲା କିଛି କରା ହେଇନି। ସରକାର ଜନସାଧରଣଙ୍କ କାମ କର, ଅର୍ବାନ ନିର୍ବାଚନ ହେଉ ବୋଲି ସେ କହିଛନ୍ତି।