ଅର୍ଥାତ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅନେକ ଲୋକକଲ୍ୟାଣ ଯୋଜନା ଭିତରୁ କନ୍ୟା ସନ୍ତାନ ମାନଙ୍କ ପାଇଁ ଉଦିଷ୍ଟ ଯୋଜନା "ସୁକନ୍ୟା ସମୃଦ୍ଧି ଯୋଜନା " ରେ ଏଣିକି ସମସ୍ତ କନ୍ୟା ସନ୍ତାନ ଯୋଡି ହେବେ ।
ଭାରତ ଖବର ଆହୁରି ପଢନ୍ତୁ
ଅର୍ଗସ ବ୍ୟୁରୋ : ଭାରତ ବର୍ଷର ସମସ୍ତ କନ୍ୟା ଏଣିକି ସୁକନ୍ୟା ହେବେ । ନିଜ ଶିଶୁ କନ୍ୟାର ଉଚ୍ଚଶିକ୍ଷା ଓ ଉଜ୍ବଳ ଭବିଷ୍ୟତ ନିମନ୍ତେ ଭାରତ ସରକାରଙ୍କ ଏକ ଅଭିନବ ଯୋଜନା । ସେମାନଙ୍କ ଉଚ୍ଚ ଶିକ୍ଷା ତଥା ବିଭାଘର ପାଇଁ ଆଉ ପିତା ମାତାଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ ।
ଅର୍ଥାତ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଅନେକ ଲୋକକଲ୍ୟାଣ ଯୋଜନା ଭିତରୁ କନ୍ୟା ସନ୍ତାନ ମାନଙ୍କ ପାଇଁ ଉଦିଷ୍ଟ ଯୋଜନା "ସୁକନ୍ୟା ସମୃଦ୍ଧି ଯୋଜନା " ରେ ଏଣିକି ସମସ୍ତ କନ୍ୟା ସନ୍ତାନ ଯୋଡି ହେବେ ।
ଭାରତ ଖବର ଆହୁରି ପଢନ୍ତୁ