ଅଧିକ ପଢନ୍ତୁ : ସମ୍ ହସ୍ପିଟାଲରେ ମଲ୍ଟିପଲ ମାଇଲୋମା ରୋଗର ସଫଳ ଚିକିତ୍ସା
ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ଇଏନ୍ଟି, ନ୍ୟୁରୋ ସର୍ଜରୀ, ଆନାସ୍ତାସିଆ ବିଭାଗର ଡାକ୍ତରମାନେ ଏହି ବିରଳ ଅପରେସନ୍ କରିଛନ୍ତି । ରିଶିକାନ୍ତର ମସ୍ତିଷ୍କରୁ ଏକ ମାଂସ ପେଣ୍ଡୁଳା ଆସି ନାକରେ ଜମାଟ ବାନ୍ଧିଥିଲା । ନିଶ୍ବାସ ନେବାପାଇଁ ଶିଶୁଟି ଅଧିକ ଯନ୍ତ୍ରଣା ପାଉଥିଲା । ତେବେ ଏଭଳି ବିରଳ ଅସ୍ତ୍ରୋପଚାର ପାଇଁ ଡାକ୍ତର ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ରିଶିକାନ୍ତଙ୍କ ପରିବାର ।