Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଖେଳିବ T-20 ବିଶ୍ୱକପ୍
ହ୍ଵାଟ୍ସଆପର ଵଡ ପରିଵର୍ତ୍ତନ
ଅର୍ଗସ ବ୍ୟୁରୋ: ହ୍ଵାଟ୍ସସଆରେ ଏବେ ଅସିଛି ଏକ ନୂଆ ଫିଚର ଯାହା ହ୍ଵାଟ୍ସସପ ବ୍ୟବହାର କରୁଥିବା ଉପଭକ୍ତା ମାନଙ୍କୁ ବ୍ୟବହାର କରିବାରେ ବହୁତ ଭଲ ସୁବିଧା ମିଳିବ। ଗତ ବର୍ଷ ସେପ୍ଟେମ୍ବରରେ ହ୍ଟାସ୍ଆପ୍ ଏକ ଅଫର୍ କରିଥିଲା । ଏହା ସହିତ କମ୍ପାନୀ, ସେଲିବ୍ରିଟି ଏବଂ ଉପଭୋକ୍ତାମାନେ ବଡ଼ ବଡ ଗୋଷ୍ଠୀକୁ ବାର୍ତ୍ତା ପଠାଇ ପାରିବେ। ହ୍ଵାଟ୍ସସପ କହିଛି ଯେ ଆପଣଙ୍କ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବ ବିଜେପି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ବିଜେଡି ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜୁ ଜନତା ଦଳର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝି କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ଫେକ ଭିଡିଓ ଦେଖାଇ ମନ୍ତବ୍ୟ ଦେଇଥିଲେ । ବାହାରିଆ ନେତା ଗୁମାସ୍ତା ନେତାଙ୍କ କଥାରେ ପଡି ଏଭଳି ବୟାନ ଦେଉଛନ୍ତି । ପ୍ରଦୀପ ମାଝୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ