ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଶିବପୁର ପଞ୍ଚାୟତର ଶଙ୍କରପୂର ଗାଁରେ ଶିଶୁ ପୁତ୍ରଟି ଖେଳୁଥିବା ସମୟରେ ଅପହରଣ ହୋଇଥିବା ବିରିଡି ଥାନାରେ ଅଭିଯୋଗ ହୋଇଥିଲା। ଶିଶୁଟି ମାମୁଁ ଘରକୁ ବୁଲିବାକୁ ଆସିଥିବା ବେଳେ ନିଖୋଜ ହୋଇଯାଇଥିଲା l ତେବେ କେହି ଅପହରଣ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଯାରି ରଖିଛି।
୨ବର୍ଷର ଶିଶୁର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଜଗତସିଂହପୁର ; ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଶଙ୍କରପୁର ଗାଁରୁ ଶିଶୁର ମୃତଦେହ ଉଦ୍ଧାର। ୨ ବର୍ଷର ଶିଶୁର ମୃତ ଦେହ ଉଦ୍ଧାର ହୋଇଛି। ଶିଶୁ ଜଣକ ମଙ୍ଗଳପୂର ଗାଁ କଣେଇଁଲାଲ ଭୋଇଙ୍କ ପୁଅ ସୌମ୍ୟରଂଜନ ଭୋଇ। ୪ଦିନ ହେବ ଶିଶୁଟି ନିଖୋଜ ଥିଲା।
Download Argus News App
