ମହିଳା ଜଣକ ମାନସିକ ରୋଗୀ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟା ୫ ପରଠୁ ହଠାତ କୁଆଡେ ଚାଲିଯାଇଥିଲେ ତପିଶା ପ୍ରଧାନ । ପରିବାର ଲୋକେ ରାତ୍ର ସମୟରେ ବହୁ ଖୋଜା ଖୋଜି ପରେ ତପିଶାକୁ ପାଇ ନଥିଲେ । ଆଜି ସକାଳୁ ପୋଖରୀରେ ତାଙ୍କ ମୃତ ଶରୀର ଭାସୁଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଦାରିଙ୍ଗିବାଡି ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ବୃଦ୍ଧ ମହିଳାଙ୍କ ମୃତ ଶରୀର ଉଦ୍ଧାର କରିଛି ।
ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

କନ୍ଧମାଳ: ପୋଖରୀରେ ଭାସୁଛି ଏକ ବୃଦ୍ଧ ମହିଳାଙ୍କ ମୃତ ଶରୀର। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତରେ ସକାଳୁ ଏକ ବୃଦ୍ଧ ମହିଳା ପୋଖରୀରେ ଭାସୁଥବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଦାରିଙ୍ଗବାଡି ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦାରିଙ୍ଗବାଡି ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ବୃଦ୍ଧ ମହିଳାଙ୍କୁ ଉଦ୍ଧାର କରିଥିଲେ। ମୃତକ ମହିଳା ଜଣଙ୍କ ସ୍ଥାନୀୟ ଶ୍ରାନିକେତା ଗ୍ରାମର ଭୀମ ପ୍ରଧାନଙ୍କ ସ୍ତ୍ରୀ ତପିଶା ପ୍ରଧାନ ।
ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ : ହାଇଦ୍ରାବାଦର ଇଂଲିଶ ଆଣ୍ଡ୍ ଫରେନ୍ ଲାଙ୍ଗୁଏଜସ ୟୂନିଭର୍ସିଟିରେ ଏକ ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ସେହି ୟୂନିଭର୍ସିଟିରେ ଓପନ୍ ଲର୍ଣ୍ଣିଂ ରିସୋର୍ସ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି
Download Argus News App
