ଅଧିକ ପଢନ୍ତୁ : ସମଲିଙ୍ଗି ବିବାହକୁ ନେଇ ସୁପ୍ରିମ କୋର୍ଟରେ ଏମିତି କଥା ଉଠିଲା !
ଇଣ୍ଡିଆ ଟୁଡେ ଏଥର ତାର କଭର ଷ୍ଟୋରି ସମଲିଙ୍ଗୀ ବିବାହ ଉପରେ ଷ୍ଟୋରି କରିଛି । ଏଥିରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଧାବିକା ଦୂତି ଚାନ୍ଦ ଓ ତାଙ୍କ ପ୍ରେମିକା ମୋନାଲିସା । ଏହି ଫଟୋକୁ ଦୂତି ନିଜ ଫେସ ବୁକରେ ସେୟାର କରି ଲେଖିଛନ୍ତି ‘ଇଣ୍ଡିଆ ଟୁଡେ ମାଗାଜିନର ଏଇ ମାସ କଭର ପେଜରେ ମୁଁ ଓ ମୋର ପାର୍ଟନର ମୋନାଲିସା ଦାସ ।’ ପୁଣି ସେ କହିଛନ୍ତି କି ସେ ବାପା ହେବାକୁ ଇଚ୍ଛା ରଖିଛନ୍ତି , ଦରକାର ପଡିଲେ ଆଇ ଭି ଏଫ ପଦ୍ଧତିରେ ବାପା ହେବେ , କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିବେ .