5 ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବେଆଇନ ଗଚ୍ଛିତ ମଦ ଟଙ୍କା ପ୍ରମାଣିତ କଲା ରାଜସ୍ୱକୁ ଯେତିକି ଆସେ ପକେଟକୁ ଅଧିକ ଯାଉଛି। ଦିଲ୍ଲୀରେ ଆପର ମଦ ଦୁର୍ନୀତି ଠାରୁ ବହୁ ଗୁଣା ବଡ଼ ଓଡ଼ିଶାରେ ସାହୁ ଆଣ୍ଡ୍ କୋ ମାର୍ଫତରେ ଚାଲିଥିଲା ମଦ ଦୁର୍ନୀତି। ଦୀର୍ଘ ଦଶନ୍ଧି ଧରି ଅକ୍ସନ ନକରି ଲାଇସେନ୍ସ ଧାରୀ ମାନଙ୍କୁ ଗଡ଼ାଇ ଚାଲିଛନ୍ତି, ବଦଳରେ ମୋଟା ଅଙ୍କର ଅର୍ଥ ନେଉଥିବାର ମିଳିଲା ବଡ଼ ପ୍ରମାଣ। 24 ବର୍ଷ ସରକାରର ନୀତି ପରିବାର ଭାଙ୍ଗି, ମହିଳା ବିଧବା ହେଉ, ଯବୁ ପିଢି ରୋଗାକ୍ରାନ୍ତ ହେଇ ତଳିତଳାନ୍ତ ହେଉ କିନ୍ତୁ ଆମ ପକେଟ୍ ଗହମ ହେଉ।
ଅଧିକ ପଢ଼ନ୍ତୁ ଓଡିଶା ଖବର: