ବୟସ୍କ ସାମ୍ବାଦିକଙ୍କୁ ପେନସନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପ୍ରଚଳିତ ସ୍ଵାସ୍ଥ୍ୟ ବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଉର୍ଦ୍ଧ୍ଵ ସନ୍ତାନ ମାନଙ୍କୁ ସାମିଲ୍,ଅଧିସ୍ବୀକୃତି କମିଟି ପୁନର୍ଗଠନ ଓ ନିୟମାନୁଯାୟୀ ବ୍ୟାପକ ଅଧିସ୍ବୀକୃତି ପ୍ରଦାନ,ପ୍ରେସ୍ ଏକାଡେମୀ ଗଠନ ଆଦି ଅନେକ ଦାବି ନେଇ ସାମ୍ବାଦିକ ମାନେ ଆସନ୍ତାକାଲି କଣ୍ଟାମାଳ ବ୍ଲକ ପରିସରରେ ପ୍ରତୀକ ଧାରଣାରେ ବସିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା |
ଅଧିକ ପଢନ୍ତୁ ଓଡ଼ିଶା ଖବର