ସେ ଦେବତାର ଅଙ୍ଗ ଦିବ୍ୟାଙ୍ଗ ହେଲେ ଦୁର୍ବଳ ନୁହେଁ। କଠିନ ପରିଶ୍ରମ ସେ ଆଜି ସମସ୍ତକ ପାଖରେ ପରିଚିତ। ନିଜକୁ ଦୁର୍ବଳ ମନେ ନକରି ଅତି ଖୁସିରେ ନୃତ୍ୟ ପରିବେଷଣ କରୁଛନ୍ତି।ଭିଡିଓ ଟି ଦେଖି ସମସ୍ତ ପିଲାଟି କୁ ଖୁବ୍ ପ୍ରଶଂସା କରୁଛନ୍ତି ।
ଏହି ଭିଡିଓ ଦେଖି ବହୁତ ଭଲ ମତାମତ ଆସୁଛି।ଏହି ଭିଡିଓ ଟି ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ। ଭିଡିଓ ଟି କୁ ୮୦ ହଜାର ଲୋକ ଦେଖିଥିବା ବେଳେ,୫ ହଜାର ଲୋକ ଲାଇକ କରିଛନ୍ତି। ଭିଡିଓ ଟି ବେଶ୍ ଚମତ୍କାର ଜଣେ ବ୍ୟକ୍ତି ଲେଖିଛନ୍ତି ମନରେ ଇଛାଶକ୍ତି ଥିଲେ ସବୁ ସମ୍ବବ।