କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଆଜିଠାରୁ ସକାଳ ୭ଟା. ୩୦ମି.ରୁ ଅପରାହ୍ନ ୫ଟା. ୩୦ମି. ପର୍ଯ୍ୟନ୍ତ ଖୋଲା ରହିବ। କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ଅର୍ଥାତ୍ ୨୦୨୦-୨୧ ବର୍ଷରେ ୮ ଲକ୍ଷ ୨୦ ହଜାର ୪୮୪ ଜଣ ପର୍ଯ୍ୟଟକ ଭ୍ରମଣରେ ଆସିଥିଲେ ବୋଲି ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ। ତେବେ ଏଠାରେ ଆପଣଙ୍କୁ ବହୁ ଦୁର୍ଲଭ ଏବଂ ଲୁପ୍ତକାୟ ପ୍ରଜାତିର ପଶୁପକ୍ଷୀ ଦେଖିବାକୁ ମିଳିବେ।
ବଦଳିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲିବା ସମୟ, ସକାଳ ୭ଟା. ୩୦ମି.ରୁ ଅପରାହ୍ନ ୫ଟା. ୩୦ମି. ପର୍ଯ୍ୟନ୍ତ ଖୋଲା
Download Argus News App
